ସମ୍ବଲପୁର ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲିଟିର ପ୍ରଶାସକ ନିଯୁକ୍ତ

MAP-14ରାଜ୍ୟ ସରକାର ସମ୍ବଲପୁର ଜିଲ୍ଲାପାଳଙ୍କୁ ସମ୍ବଲପୁର ମ୍ୟୁନିସିପାଲିଟିର ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେ.କେ ଲାକ୍ରା ଏହି ଦାୟିତ୍ଵ ରେ ଥିଲେ । ଏ ସମ୍ପର୍କୀୟ ଏକ ସରକାରୀ ବିଜ୍ଞପ୍ତି ଗତକାଲି ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରକାଶ ପାଇଛି ।

Share in top social networks!