୨୦୦୦ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୭୮୪ଟି ହାତୀ ମରିଛନ୍ତି –ମନ୍ତ୍ରୀ ଶ୍ରୀ ଆରୁଖ

images
୨୦୦୦ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୭୮୪ଟି ହାତୀ ମରିଛନ୍ତି ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଏଥିରୁ ୨୦୦୦-୦୧ବର୍ଷରେ ୨୦ଟି,୨୦୦୧-୦୨ରେ ୨୪ଟି,୨୦୦୨-୦୩ରେ ୪୩ଟି,୨୦୦୩-୦୪ରେ ୪୭ଟି,୨୦୦୪-୦୫ରେ୬୯ଟି,୨୦୦୫-୦୬ରେ ୫୯ଟି,୨୦୦୬-୦୭ରେ ୫୧ଟି,୨୦୦୭-୦୮ରେ ୫୪ଟି,୨୦୦୮-୦୯ରେ ୪୭ଟି,୨୦୦୯-୧୦ରେ ୫୧ଟି,୨୦୧୦-୧୧ରେ ୮୩ଟି,୨୦୧୧-୧୨ରେ ୬୮ଟି,୨୦୧୨-୧୩ରେ ୮୨ଟି, ୨୦୧୩-୧୪ରେ ୭୦୯ଟି ଏବଂ ୨୦୧୪ଜୁଲାଇ ମାସ ୯ ତାରିଖ ପର୍ଯ୍ୟନ୍ତ ୧୬ଟି ହାତୀ ମରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Share in top social networks!