ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଜୟନ୍ତୀ ପାଳିତ

Odishan-MAP-9ହରେକୃଷ୍ଣ ମହାତାବ ରାଜ୍ୟ ଗ୍ରନ୍ଥଗାର ଠାରେ ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଡ.ସୁରେନ୍ଦ୍ରନାଥ ମିଶ୍ର ଯୋଗଦେଇ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସ୍ଵର୍ଗତ ମିଶ୍ରଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗ୍ରନ୍ଥାଧ୍ୟକ୍ଷ ସନ୍ତୋଷ କୁମାର ଚାଟାର୍ଜୀ ସଭାପତିତ୍ଵ କରିଥିଲାବେଳେ ସହକାରୀ ଗ୍ରନ୍ଥାଧ୍ୟକ୍ଷ ରବୀନ୍ଦ୍ରନାଥ କୋଦମାସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Share in top social networks!