୪ରୁ୬ ଭଞ୍ଜକଳା ମଣ୍ଡପଠାରେ ଭକ୍ତିସଙ୍ଗୀତ

Odishan-MAP-16ରାଜ୍ୟସଂସ୍କୃତି ବିଭାଗ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ଭକ୍ତିସଙ୍ଗୀତ ସମାରୋହ ‘ଗୁହାରି’ ଜୁଲାଇ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳାମଣ୍ଡପ ଠାରେ ଅନୁଷ୍ଠିତ ହେବ । ରାଜ୍ୟର ୩୦ଜଣ ପ୍ରତିଭାବାନ କଣ୍ଠଶିଳ୍ପୀ ଭକ୍ତିସଙ୍ଗୀତ ପରିବେଷଣ କରିବେ ବୋଲି ସଂସ୍କୃତି ନିର୍ଦ୍ଦେଶକଙ୍କଠାରୁ ପ୍ରକାଶ । ଆଧ୍ୟାତ୍ମିକ ଚେତନାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ରଥଯାତ୍ରା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଭଜନ,ଜଣାଣ ,ଭକ୍ତିମୂଳକ ସଂଗୀତା ପରିବେଷଣ କରାଯିବ ।

Share in top social networks!
Powered By Indic IME