ଜାତୀୟ ଅଭୟାରଣ୍ୟ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

download (1)
ଜାତୀୟ ଅଭୟାରଣ୍ୟ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଜୁଲାଇ ପହିଲାରୁ ବନ୍ଦ ହୋଇଛି । ଫାଇଲିନ ପାଇଁ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା କମିଥିବା ଜଣାପଡିଛି । ୨୩ହଜାର ୯୨୯ଜଣ ପର୍ଯ୍ୟଟକ ଚଳିତ ଥର ପରିଦର୍ଶନରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି ।

Share in top social networks!