ତିନିଜଣ ନୂଆ ବିଚାରପତି ଓଡିଶା ହାଇକୋର୍ଟରେ ଯୋଗଦେଲେ

51309
ଆଜି ଓଡିଶା ହାଇକୋର୍ଟରେ ତିନିଜଣ ବିଚାରପତି ନୁଆକରି ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଯଥା ଜଷ୍ଟିସ ବିନୋଦ ପ୍ରସାଦ,ବିଶ୍ଵନାଥ ରଥ ଓ ସଂଗମ କୁମାର ସାହୁ ନୂତନ ଭାବେ ସାମିଲ ହୋଇଛନ୍ତି । ପୂର୍ବରୁ ୧୭ ଜଣ ବିଚାରପତି ଓଡିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ,ଏବେ ଏହି ତିନିଜଣଙ୍କର ଯୋଗଦାନ ଫଳରେ ମୋଟ ବିଚାରପତି ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

Share in top social networks!