ଜଷ୍ଟିସ ଆଦର୍ଶ କୁମାର ଗୋଏଲ ସୁପ୍ରିମକୋର୍ଟର ବିଚାରପତି

51117
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗଦେବେ । ଜଷ୍ଟିସ ଗୋଏଲଙ୍କ ପଦୋନ୍ନତି ସଙ୍କ୍ରାନ୍ତରର କେନ୍ଦ୍ର ଆଇନ ଓ ସାମାଜିକ ମନ୍ତ୍ରଣାଳୟରୁ ଜାରି ବିଜ୍ଞପ୍ତି ଆଜି ଓଡିଶା ହାଇକୋର୍ଟ ରେଜେଷ୍ଟ୍ରିଙ୍କ ହସ୍ତଗତ ହୋଇଛି । ଆସନ୍ତା ଶୁକ୍ରବାର ଦିନ ଜଷ୍ଟିସ ଗୋଏଲ ଓଡିଶା ଛାଡିବେ ବୋଲି ସୂଚନା ମିଳିଛି । ଜଷ୍ଟିସ ଗୋଏଲ ଗତବର୍ଷ ଅକ୍ଟୋବର ୧୨ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଯୋଗଦେଇଥିଲେ ।

Share in top social networks!
Powered By Indic IME