ମିସ୍ ଓଡିଶା ପାଇଁ ଉନ୍ମୋଚନ ହେଲା ୱେବସାଇଟ

download (2)
ଜ୍ୟୋସ୍ନା ରାଉତରାୟ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେଉଥିବା ମିସ୍ ଓଡିଶା ପ୍ରତିଯୋଗୀତା ପାଇଁ ଆଜି ଏକ ୱେବସାଇଟ ଉନ୍ମୋଚନ ହୋଇଛି । ଆଶାୟୀ ପ୍ରତିଯୋଗୀ ମାନେ www.missodisha.in ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆଜି ହୋଟେଲ ସ୍ଵସ୍ତି ପ୍ରିମିୟମରେ ଆୟୋଜିତ ଏକ ଉତ୍ସବରେ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ବିଧାୟକ ବିଜୟ କୁମାର ମହାନ୍ତି,ମେୟର ଅନନ୍ତ ନାରାୟଣ ଜେନା,ଭିନ୍ନକ୍ଷମ କମିସନର କସ୍ତୁରୀ ମହାପାତ୍ର,କର୍ପୋରେଟର ସଞ୍ଜୟ ସେଠୀ,ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ବାସଡର ଅର୍ଚିତା ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ୱେବସାଇଟ ଟିକୁ ଉନ୍ମୋଚନ କରିଥିଲେ ।

Share in top social networks!