ଜଷ୍ଟିସ ବିନୋଦ ପ୍ରସାଦ ଓଡିଶା ହାଇକୋର୍ଟର ନୂତନ ବିଚାରପତି

50983
ଓଡିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ବିନୋଦ ପ୍ରସାଦ ଏବେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଅଛନ୍ତି । ଓଡିଶା ହାଇକୋର୍ଟକୁ ଜଷ୍ଟିସ ପ୍ରସାଦଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ରେଜିଷ୍ଟ୍ରିଙ୍କ ହସ୍ତଗତ ହୋଇଛି । ଆସନ୍ତା ଜୁଲାଇ ୨ତାରିଖରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଜଷ୍ଟିସ ପ୍ରସାଦ ଯୋଗଦେଲେ ଓଡିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିବ । ଜଷ୍ଟିସ ପ୍ରସାଦ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ୧୯୮୨ ମସିହାରେ ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।

Share in top social networks!