ଭାସ୍କର ରାଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତ

cmappeal
ବରିଷ୍ଠ ବିଜେଡି ନେତା ଏନ୍.ଭାସ୍କର ରାଓଙ୍କୁ ଆଜି ସରକାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏ ସଂକ୍ରାନ୍ତ ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ଲାଗିଛି । ନିକଟରେ ଶ୍ରୀ ରଓଙ୍କୁ ସରକାର ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦରେ ବସାଇଥିଲେ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଥିଲା । ଏହା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

Share in top social networks!