ନୂଆ ଓଡିଆ ସିନେମା ଟାର୍ଗେଟ୍ ର ଶୁଭ ମୁହୁରତ୍ ଅନୁଷ୍ଠିତ

ମା ତାରିଣୀ ଫିଲ୍ମ ପ୍ରଡକ୍ସନ୍ର ନୂଆ ଓଡିଆ ସିନେମା “ଟାର୍ଗେଟ୍” ର ଶୁଭ ମୁହୁରତ୍ ଆଜି ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଭୁବନପୁର ର ଗ୍ରାମଦେବୀ ଉତ୍ତରାମୁଖୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଯୋଜକ ନିରଞ୍ଜନ ରାଣା ଙ୍କ ଦ୍ଵାରା ନିର୍ମିତ ଏହି ଫିଲ୍ମରେ ନବାଗତ ଅଭିନେତା ଭାବେ ମିହିର ଦାସ ଙ୍କ ପୁଅ ଅମ୍ଳାନ ଅଭିନୟ କରିବେ |

23710687ଫିଲ୍ମର ନିର୍ଦେଶନା ଦେବେ ଏସ.କେ ମୁରଲୀଧରନ ଓ ସଙ୍ଗୀତ ରେ ସଜେଇବେ ଅଭିଜିତ୍ ମଜୁମ୍ ଦାର ଓ ରବି ନାରାୟଣ ନନ୍ଦ | ୨୦୧୦ ରେ ପହିଲି ରଜର ସଫଳତା ପରେ ଟାର୍ଗେଟ୍ ନୂଆ ଅଭିନେତା ଙ୍କୁ ନେଇ ଦର୍ଶକ ଙ୍କ ଭରପୁର ମନୋରଞ୍ଜନ କରିବ ବୋଲି ଶ୍ରୀ ରଣା କହିଛନ୍ତି |

Share in top social networks!