ରାଜ୍ୟସଭା ଯିବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା!

download (1)ବିଜେଡି ଟିକେଟରେ ପଦ୍ମଶ୍ରୀ ତୁଲସୀ ମୁଣ୍ଡା ରାଜ୍ୟସଭାକୁ ଯିବେ ବୋଲି ସୂଚନା ମିଳିଛି । ତୁଳସୀମୁଣ୍ଡାଙ୍କ ନାମ ବହୁଦିନରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ଚର୍ଚ୍ଚାରେ ରହିଯାଉଥିଲା । ବର୍ତ୍ତମାନ ଦୁଇଟି ରାଜ୍ୟସଭା ଅସ୍ନା ଖାଲିହେଉଥିବା ବେଳେ ଏଥର ତୁଳସୀ ମୁଣ୍ଡାଙ୍କୁ ସୁଯୋଗ ମିଳିପାରେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ଏନେଇ ନବୀନ ନିବାସରୁ ଡାକରା ଆସିବା ପରେ ତୁଳସୀ ବିଜେଡି ସୁପ୍ରିମୋଙ୍କୁ ଦେଖା କରିବା ନିମନ୍ତେ ଆଜି ଭୁବନେଶ୍ଵର ଯାଇଥିବା ଜଣାପଡିଛି ।

Share in top social networks!