ବିଧାନସଭାରେ ନଗରଉନ୍ନୟନ ମନ୍ତ୍ରୀଙ୍କ ସୂଚନା ସମ୍ବଲପୁର ମହାନଗର ନିଗମରଉନ୍ନତି ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ

MAP-10
ସମ୍ବଲପୁର ମହାନଗର ନିଗମର ଉନ୍ନତି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଇ ଦିଆଯିବ । ଏହି ସହରକୁ ନିଗମରେ ପରିଣତ କରିବା ପାଇଁ ୧୫.୧୧.୨୦୧୩ ପ୍ରାରମ୍ଭିକ ବିଜ୍ଞପ୍ତିରେ ମିଳିଥିବା ଆପତ୍ତି /ପରାମର୍ଶକୁ ବିଚାର କରାଯାଇ ଚୁଡାନ୍ତ ବିଜ୍ଞପ୍ତିରେ ପ୍ରକାଶ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଗୃହ ନିର୍ମାଣ ନଗରଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଶୁକ୍ରବାର ଦିନ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME