୧୭ରେ ବର୍ଷା, ୨୩ରେ ମୌସୁମୀ

downloadତାତି ଆହୁରି ବଢିବ ଆସନ୍ତା କାଲି । ୧୭ରେ ତାତିରୁ ତ୍ରାହିମିଳିବ ଓ ବର୍ଷା ହେବ । ତେବେ ମୌସୁମୀ ଆସିବ ଣହିଁ । ଆଉ ୫ ଦିନ ପରେ ଅର୍ଥାତ ୨୩ ତାରିଖ ବେଳକୁ ଓଡ଼ିଶାକୁ ଛୁଇଁବ । ଏହ ହେଲା ପାଣିପାଗ ପୂର୍ବାନୁମାନ । ପାଣିପାଗ ବିଭାଗ କହିଛି ,ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରିରହିବ । ତେବେ ଆସନ୍ତାକାଲି ଭୁବନେଶ୍ଵର ତାପମାତ୍ରା ୩୮ ଡିଗ୍ରୀକୁ ସେଲସିୟସ କୁ ଖସିଆସିବ । କୃଷି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ ଓଲଟା ପୂର୍ବନୁମାନ ଦେଇଛନ୍ତି । ତାଙ୍କ ଆକଳନ ଅନୁସାରେ ୧୭ ତାରିଖରେ ଓଡିଶା ଏବଂ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ଏହା ଫଳରେ ରାଜ୍ୟରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

Share in top social networks!