ବ୍ୟୟ ଅଟକଳ ୩୩ପ୍ରତିଶତ ବଢିଲା

odisha-map1କାମଚଳା ବଜେଟ୍ ରେ ଯାହା ବ୍ୟୟ ପ୍ରସ୍ତାବ ରଖାଯାଇଥିଲା , ତା ଠାରୁ ପାଖାପାଖି ୫ହଜାର କୋଟି ଅଧିକ ଖର୍ଚ୍ଚ ହେବ , ଏବର୍ଷ । ଯୋଜନା ଆକାର ଯାହା ଥିଲା ପାଖାପାଖି ସେୟା ରହିବ । ଏଭଳି ବଜେଟ୍ ଚିଠା ପ୍ରସ୍ତାବକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ,୨୦୧୩-୧୪ ଆର୍ଥିକ ବର୍ଷ ବ୍ୟୟ ଅଟକଳ ତୁଳନାରେ ୨୦୧୪-୧୫ ବ୍ୟୟ ବରାଦ ପାଖାପାଖି ୩୩ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଚିଠା ପ୍ରସ୍ତାବରେ ଆର୍ଥିକ ମାନ୍ଦାବସ୍ଥା ଜଳଜଳ ବାରି ହୋଇପଡୁଛି ।

Share in top social networks!