ନରସିଂହ ମିଶ୍ର ବିରୋଧୀଦଳ ନେତା

imagesବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ଦଳ ନେତା ତଥା ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଆଜି କଂଗ୍ରେସ ଭବନରେ ସାମ୍ବାଦିକମାନଙ୍କୁ ଏଆଇସିସି ସମ୍ପାଦକ ଅଜୟ ମକେନ ଏହି ସୂଚନା ଦେଇଛନ୍ତି ।

Share in top social networks!