ରୋଶନାରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ବିଶ୍ଵକପ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଝିଅ ରୋଶନାରା ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରୋଶନାରା ଙ୍କ ଭାରତୀୟ ଦଳରେ ସାମିଲ ରାଜ୍ୟ ପାଇଁ ଆନନ୍ଦର କଥା |

ଏହା ଆମର ମହିଳା କ୍ରୀଡାବିତ୍ ମାନଙ୍କୁ ପ୍ରେରଣା ଯୋଗାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି | ସୂଚନା ଯୋଗ୍ୟ ଯେ ଆଗାମୀ ୨୦୧୩ ଜାନୁଆରୀ ରୁ ମୁମ୍ବାଇ ଠାରେ ମହିଳା ବିଶ୍ଵକପ କ୍ରିକେଟ ଆରମ୍ଭ ହେବRosanaraParvin|

Share in top social networks!