ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ରଥଙ୍କ ଅକାଳ ବିୟୋଗ

50423

50424
ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଓ ଯଶସ୍ଵୀ ସ୍ରଷ୍ଟା,ପ୍ରଥିତଯଶା କବି,ବିଶିଷ୍ଟ ସାଧକ ଡ. ବ୍ରଜନାଥ ରଥ ଆଉ ନାହାନ୍ତି । କାଲି ଅପରାହ୍ନ ୫ଟା ୩୫ମିନିଟ ସମୟରେ ସେ ପରଲୋକ ଗମନ କରିଛନ୍ତି । ବାଲେଶ୍ଵର ସୁନହଟ ସ୍ଥିତ ତାଙ୍କ ବାସଭବନରେ ୭୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ପୁତ୍ର,ପତ୍ନୀ ଓ ଅନ୍ୟମାନେ ରହି ତାଙ୍କୁ ଶେଷ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅକାଳ ବିୟୋଗରେ ଅସାମର ରାଜ୍ୟପାଳ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ । ଏହି ଅକାଳ ବିୟୋଗରେ ରାଜ୍ୟବାସୀ ଶୋକ ପ୍ରକାଶ କରୁଛନ୍ତି । ସେ ଜେନ ବିଶିଷ୍ଟ ସାହିତ୍ୟିକ ଥିଲେ ତେଣୁ ତାଙ୍କର ଗୌରବର ଗାଥା ଅବିସ୍ମରଣୀୟ ଥିଲା ।

Share in top social networks!