ରଞ୍ଜନ ଦାସ ବିଡିଏ ର ନୂତନ ସମ୍ପାଦକ

MAP-9ପୂର୍ବତନ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ଶ୍ରୀ ରଞ୍ଜନ କୁମାର ଦାସ ପଦୋନ୍ନତି ପାଇ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଜଣେ ସୁଲେଖକ , କବି ଭାବେ ଶ୍ରୀ ଦାସ ସୁପରିଚିତ ।

Share in top social networks!