କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ହାର୍ଦ୍ଦିକ ଅଭିନନ୍ଦନ

download
କେନ୍ଦ୍ର ଗ୍ରାମ୍ୟ ଉନୟନ,ପାନୀୟ ଜଳ ଓ ପରିମଳ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଗୋପୀନାଥ ରାଓ ମୁଣ୍ଡେ ଓ ରାଜ୍ୟ ମନ୍ତ୍ରୀ ଶ୍ରୀ ଉପେନ୍ଦ୍ର କୁଶ୍ଵାହାଙ୍କୁ ରାଜ୍ୟଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ମୁଣ୍ଡେ ଓ ଶ୍ରୀଯୁକ୍ତ କୁଶ୍ଵାହା ବିଭାଗୀୟ ଦାୟିତ୍ଵ ଗ୍ରହଣ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟର ଗ୍ରାମୀଣ ବିକାଶ ପ୍ରକ୍ରିୟାରେ କେନ୍ଦ୍ରର ସମସ୍ତ ସହଯୋଗ ବଜାୟ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!