ଭାରତୀୟ ସାହିତ୍ୟରେ ଆଧୁନିକତା ଓ ପ୍ରଗତିଶୀଳତା

MAP-2ଓଡିଶା ସାହିତ୍ୟ ଏକାଡ଼େମୀ ଆନୁକୁଲ୍ୟରେ ପ୍ରଖ୍ୟାତ ଚିନ୍ତାଜନକ,ଦାର୍ଶନିକ,କବି ଓ ବାଗ୍ମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସ୍ମୃତିରେ ଦ୍ଵିଦିବାସୀୟ ସ୍ମାରକୀ ବକ୍ତୃତା ମାଳା ଭୁବନେଶ୍ଵରସ୍ଥ ଭଞ୍ଜକଳା ମଣ୍ଡପରେ ମଇ ୨୯ ତାରିଖ ସନ୍ଧ୍ୟା ୬ଘଣ୍ଟା ୩୦ ମିନିଟ ରେ ଓଡିଶାର ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଉଦଘାଟନ କରିବେ । ୨୯ ତାରିଖ ଗୁରୁବାର ସନ୍ଧ୍ୟାରେ ବିଶିଷ୍ଟ ପ୍ରାବନ୍ଧିକା ତଥା ଅନୁବାଦିକା ଡକ୍ଟର ରଖାସାନ୍ଦା ଜଲିଲ୍ ଭାରତୀୟ ସାହିତ୍ୟରେ ଆଧୁନିକତା ଓ ପ୍ରଗତିଶୀଳତା ସମ୍ପର୍କରେ ବ୍ୟାଖ୍ୟାନ ଉପସ୍ଥାପନ କରିବେ । ଏହି ସ୍ମାରକୀ ବକ୍ତୃତାମାଳାରେ ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଶ୍ରୀ ଅରବିନ୍ଦ ପାଢି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ଏକାଡ଼େମୀର ସଭାପତି ସାତକଡି ହୋତା ପୌରହିତ୍ୟ କରିବେ ।

Share in top social networks!