ଆଜିଠାରୁ ବିଧାୟକ ଶପଥ ନେବେ

Odishan-MAP-2
ବିଜେଡ଼ିର ବରିଷ୍ଠ ବିଧୟିକା ଭି.ସୁଜ୍ଞାନ କୁମାରୀ ଦେଓ କାମଚଳା ନାଚସ୍ପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ।ରାଜ୍ୟ ଭାବନରେ ଡ. ଏସ.ସି ଜମିର ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଏହି ଶପଥ ଗ୍ରହଣ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଆଜି ତଥା 23 ଓ 24 ତାରିଖରେ ସକାଳ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ସେ ବିଧାୟକମାନଙ୍କୁ ବିଧାନସଭାରେ ଶପଥ ପାଠ ପରାଇବେ । ଆସନ୍ତା ୨୬ ତାରିଖ ଦିନ ବିଧିବଦ୍ଧ ଭାବେ ବାଚସ୍ପତି ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!