କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରେ ମଡେଲ୍ ଜାତିସଂଘ ଉଦ୍ଘାଟିତ

କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ରାଜ୍ୟପାଳ ମୁରଲୀଧର ଭଣ୍ଡାରେ ମଡେଲ୍ ଜାତିସଂଘ ଉଦ୍ଘାଟନ କରିଛନ୍ତି | ସ୍କୁଲ ର ଷଷ୍ଠ ବାର୍ଷିକ ଉଶ୍ଚବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ପାଇବାକୁ ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି |

mcbଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ରସ୍କିନ ବଣ୍ଡ, ୟୁଏନ୍ଏଫପିଏର ଓଡିଶା ସଂଯୋଜକ ହେମନ୍ତ ଦ୍ଵିବେଦୀ , ଏଜୁକେସନ ୱାର୍ଲ୍ଡ ର ନିର୍ଦେଶକ ଭାବିନ୍ ସାହ , କିଟ୍ ସୋସାଇଟି ର ସଭାପତି ଶାଶ୍ଵତୀ ବଳ ଓ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ର ଚେୟାରମ୍ୟାନ ଡକ୍ଟର ମୋନାଲିସା ବଳ ଉପସ୍ଥିତ ଥିଲେ |

Share in top social networks!