ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

49583ଆସନ୍ତା ମାସ ୧୫ ତାରିଖରେ ଜେଏସପିଏଲ ର ନିର୍ମାଣଧୀନ କୋଲ୍ ଗ୍ୟାସ ଫିକେସନ୍ ପ୍ଲାଣ୍ଟରୁ ସ୍ପଞ୍ଜ ଆଇରନ୍ ପ୍ରସ୍ତୁତ ହେବ । ଏହାଦ୍ଵାରା ସିନ୍ଥେଟିକ ଗ୍ୟାସ ମାଧ୍ୟମରେ କୋଇଲାରୁ ସ୍ପଞ୍ଜ ଆଇରନ୍ ଉତ୍ପାଦନ ହେବ ବୋଲି ଏହାର ମୁଖ୍ୟ ଶ୍ରୀ ନବୀନ ଜିନ୍ଦଲ ପ୍ରକାଶ କରିଛନ୍ତି । ବୁଧବାର ଦିନ ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଖଣି ଓ ଇସ୍ପାତ ବିଭାଗ ସଚିବଙ୍କୁ ସାକ୍ଷାତ କରି ସମ୍ପୃକ୍ତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ ।

Share in top social networks!