ଦଳବିରୋଧୀ କାର୍ଯ୍ୟପାଇଁ ଭଦ୍ରକ ଜିଲ୍ଲାର ବିଭିନ୍ନ ବିଜେଡି କର୍ମୀ ଦଳରୁ ନିଲମ୍ବିତ

48554ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକର ମଳୟ ଜେନା, ଉପସଭାପତି ଭଦ୍ରକ ଜିଲ୍ଲା,ଶ୍ରୀ ତାହିର ମହମ୍ମଦ ,ଟାଉନ୍ ସଭାପତି ଭଦ୍ରକ ଜିଲ୍ଲା, ଶ୍ରୀ ପ୍ରଫୁଲ୍ଲ ନାୟକ ,ବିଜେଡ଼ି ବ୍ଲକ ଉପଧ୍ୟାକ୍ଷ ଭଦ୍ରକ ଜିଲ୍ଲା, ସେଖ୍ ଜକା ଉଲ୍ଲା ,ପୂର୍ବତନ କାଉନ୍ସିଲର ୱାର୍ଡ ନଂ-୨୦ , ଶ୍ରୀ ପ୍ରଣୟ ଦାସ ,ପୂର୍ବତନ କାଉନ୍ସିଲର ୱାର୍ଡ ନଂ – ୧୩ , ହବିବୁର ରହମାନ,ପୂର୍ବତାନ କାଉନ୍ସିଲର ୱାର୍ଡ ନଂ-୧୭ , ଶ୍ରୀ ଶ୍ୟାମ ସୁନ୍ଦର ନାୟକ, କାର୍ଯ୍ୟକାରି ସମିତି ସଭ୍ୟ ,ଗୁଲାମ ଅଲ୍ଲୀ ଏବଂ ସେକ୍ ନିଜାମୁଦ୍ଦିନ୍ ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବୋଲି ଏକ ପ୍ରେସ୍ ଇସ୍ତାହାରରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର କୁମାର ସ୍ଵାଇଁ ଜଣାଇଛନ୍ତି ।

Share in top social networks!