ଭୋଟ-ଭୁବନେଶ୍ଵର-ଭୋଟର ସ୍ଵାକ୍ଷର ଅଭିଯାନ ସଂଗ୍ରହ ଅଭିଯାନ

Odishan-MAP-11ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବିଗତ ନିର୍ବାଚନ ଗୁଡିକର ଅଭିଜ୍ଞତାକୁ ନେଇ ଭୋଟ ଦାନ ହାର ବୃଦ୍ଧି କରିବା ସମ୍ପର୍କରେ ଜନସଚେତନାତା ଜାଗରଣ ପାଇଁ ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିଛନ୍ତି । ଏହି କ୍ରମରେ ଆଜି ବିଏମସି ଓ ରେଡକ୍ରସର ମିଳିତ ଆନୁକୁଲ୍ୟରେ ପୁରୁଣା ଭୁବନେଶ୍ଵରସ୍ଥିତ ଦୌପଦି କଲେଜ ଅଫ ସାଇନ୍ସ ଏବଂ ରେଡକ୍ରସ ଭବନ ସମ୍ମୁଖରେ ବିଭିନ୍ନ ମହକିଦ୍ୟାଳୟ ଏନ.ଏସ.ଏସ୍ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ସ୍ଵାକ୍ଷର ଅଭିଯାନ ଆୟୋଜନ କରାଯାଇ ଥିଲା । ଏଥିରେ ଶତାଧିକ ଜନସାଧାରଣ ଯୋଗ ଦେଇ ନିଜର ମତାମତ ସହ ସ୍ଵାକ୍ଷର ପ୍ରଦାନ କରିଥିଲେ । ବହୁ ଲୋକ ଭୋଟ ଦେବାକୁ ଏଥର ସଂକଳ୍ପ କରିଥିବା ପାରିଦୃଶ ହୋଇଥିଲା ।

Share in top social networks!