ଓଡିଶା ଜେଇଇ ପରୀକ୍ଷା ଆଜି

Odishan-MAP-2ଆସନ୍ତାକାଲି ରାଜ୍ୟରେ ଓଡିଶା ଜେଇଇ ପରୀକ୍ଷା କରାଯିବ । ସକାଳ ୯.୩୦ରେ ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ୯ଟି ସହରର ୫୦ଟି କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେବେ । ରାଜ୍ୟର ୫୦ହଜାର ପିଲା ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଏଥିମଧ୍ୟରୁ ଭୁବନେଶ୍ଵରରୁ ୨୨ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ । ଅନଲାଇନରେ ମଧ୍ୟ ଏହି ପରୀକ୍ଷା ଦେବା ପାଇଁ ସୁବିଧା କରାଯାଇଛି । ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

Share in top social networks!