ଓଡିଶା ଦିବସ ୨୦୧୪ ପାଳନ

download (2)
ଏହି ମାସ ୨୯ତାରିଖରେ ଓଡିଆ ଉଇକିପିଡିଆ ତରଫରୁ “ଓଡିଶା ଦିବସ ୨୦୧୪”ର ପାଳନ କରାଯାଉଛି । ଏହି କାର୍ଯ୍ୟ କ୍ରମରେ “ଗଣମାଧ୍ୟମ ଓ ଶିକ୍ଷା ବ୍ୟବସ୍ଥାର ଓଡିଆ ଭାଷାର ବିକାଶ”ଉପର ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ଜନପ୍ରିୟ ଶିଶୁ ସାହିତ୍ୟ ଲେଖକ ଡଃ ଜଗନ୍ନାଥ ମହାନ୍ତିଙ୍କର କିଛି ସଙ୍କଳନ ବିନା କପିରାଇଟରେ ପାଠକ ମାନଙ୍କ ନିମନ୍ତେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ଆଲୋଚନା ଚକ୍ରରେ ଭାଷାର ବିକାଶ ରୀ କିକି ପଦକ୍ଷେପ ନିଆଯାଇପାରିବ ତାହା ଆଲୋଚନା କରାଯିବ ।

Share in top social networks!