ବିଜେଡ଼ିର ୧୫ଜଣିଆ ଇସ୍ତାହାର କମିଟି ଘୋଷଣା ପ୍ରସନ୍ନ ଆଚାର୍ଯ୍ୟ,ଅରୁଣ ସାହୁ ଆବାହକ

48534ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନ ପାଇଁ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛନ୍ତି । ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ୧୫ଜଣ ସଦସ୍ୟ ରହିଛନ୍ତି । ଅନ୍ୟ ପକ୍ଷରେ ବିଜେଡି ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ଦିନ ଘୋଷଣା ହେବ ବୋଲି ଜଣାପଡିଛି ।
ନିର୍ବାଚନ ଇସ୍ତାହାର କମିଟି
ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷ
ଭର୍ତ୍ତୁହରି ମହତାବ ଉପାଧ୍ୟକ୍ଷ
ତଥାଗତ ଶତପଥି ଉପାଧ୍ୟକ୍ଷ
ପ୍ରମିଳା ମଲ୍ଲିକ ଉପାଧ୍ୟକ୍ଷ
ଅରୁଣ ସାହୁ ଆବାହକ
ସରୋଜିନୀ ହେମ୍ବ୍ରମ ସଦସ୍ୟ
ପ୍ରଭାତ ତ୍ରିପାଠୀ ସଦସ୍ୟ
ଶଶିଭୂଷଣ ବେହେରା ସଦସ୍ୟ
ଗୋଲକ ବିହାରୀ ନାୟକ ସଦସ୍ୟ
ରମେଶ ମାଝୀ ସଦସ୍ୟ
ସଞ୍ଜୟ କୁମାର ଦାସବର୍ମା ସଦସ୍ୟ
ବ୍ୟୋମକେଶ ରାୟ ସଦସ୍ୟ
ମୁନ୍ନା ଖାଁ ସଦସ୍ୟ
ରାଜେନ୍ଦ୍ର ଢେଲକିଆ ସଦସ୍ୟ
ଶସ୍ମିତା ପାତ୍ର ସଦସ୍ୟ

Share in top social networks!
Powered By Indic IME