ନିହାର ଦାସଙ୍କୁ ନାଗରିକ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

download
ଦୁଇ ନମ୍ବର ୟୁନିଟ ସ୍ଥିତ ନାଗରିକ ପରିଷଦ ପକ୍ଷରୁ ଭୁବନେଶ୍ଵର କମିଶନରେଟ ପୋଲିସରୁ ବଦଳି ହୋଇ ଭଦ୍ରକ ଏସପି ଭାବେ ଅବସ୍ଥାପିତ ହୋଇଥିବା ନିହାର ରଞ୍ଜନ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ୪୦ନଂ ୱାର୍ଡର କର୍ପୋରେଟର ରାମଚାନ୍ଦ୍ର ପ୍ରଧାନ,ଇଞ୍ଜିନିୟର ସାରଦା ପ୍ରସାଦ ମହାନ୍ତି,ବରିଷ୍ଠ ଆଇନଜୀବୀ ବନବିହାରୀ ମହାନ୍ତି,ସଚିବାଳୟ ସେବା ସଂଘର ନେତା ଚିତ୍ତରଞ୍ଜନ ହୋତା,ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଲିଙ୍ଗରାଜ ଦାସ,ଆର୍ତ୍ତବଲ୍ଲଭ ରାୟ,ବିଜୟ କୁମାର ମହାନ୍ତି,ବିବେକାନନ୍ଦ ବିଶ୍ଵାଳ,ଅଦୈତ ଚରଣ ହୋତା,ବନମାଳି ବେହେରା,ବ୍ରଜକିଶୋର ମହାନ୍ତି,ଚିତ୍ତରଞ୍ଜନ ପ୍ରହରାଜ ଓ ଦେବକାନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!