କଳିଙ୍ଗ ସାହିତ୍ୟ ମହୋତ୍ସବ

48120
କାର୍ଯ୍ୟସୂଚୀ–
ଦିନ ୯ଟା : ପଞ୍ଜୀକରଣ
ଦିନ ୧୦ : ସମ୍ମାନିତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ
ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର
ଶ୍ରୀଯୁକ୍ତ ଅରୁଣ କୁମାର ସାହୁ,ଶକ୍ତି,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
ମାନ୍ୟବର ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ
ମାନ୍ୟବର କୃଷି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର
ଶ୍ରୀଯୁକ୍ତ ସାତକଡି ହୋତା
ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ
ଡ.ଖଗେଶ୍ଵର ମହାପାତ୍ର
ଡ.ଅରୁଣ ରଥ କଳିଙ୍ଗ ସାହିତ୍ୟ ମହୋତ୍ସବର ନିର୍ଦ୍ଦେଶକ
ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ପରିଡ଼ା,ଓଡିଶାଡାଏରୀ ସଂପାଦକ
ଅଶୋକ ପାଲିତ୍ ଆବାହକ,କଳିଙ୍ଗ ସାହିତ୍ୟ ମହୋତ୍ସବ
ଦିନ ୧୦.୧୫ -ସର୍ବେସାଂନୋ ଜନନୀ ଭାରତ ….
ଦିନ ୧୦.୧୮ -ପରିଚୟ ପ୍ରଦାନ ଏବଂ ସ୍ଵାଗତ ଭାଷଣ,ପ୍ରାଚୀ ନାୟକ ସହନିର୍ଦ୍ଦେଶିକା,
କଳିଙ୍ଗ ସାହିତ୍ୟ ମହୋତ୍ସବର
ଦିନ ୧୦.୨୫ -ମନ୍ତ୍ରୀ ଏବଂ ନିମନ୍ତ୍ରିତ ଅତିଥିଙ୍କ ଭାଷଣ
ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଭାଷଣ
ଦିନ ୧୦.୩୦ରୁ ୧.୩୦ -ପ୍ରଥମ ଅଧିବେଶନ
ମାନ୍ୟବର ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ
ସାତକୋଡିହୋତା
ଡ.ଦେବୀପ୍ରସନ୍ନ ପଟ୍ଟନାୟକ
ଡ.ଖଗେଶ୍ଵର ମହାପାତ୍ର
ଡ.ଅରୁଣ ରଥ ଏବଂ ଡ.ପ୍ରସନ୍ନ ମହାନ୍ତି(ସଭାପତି)
ଦିନ ୧.୩୦ ମଧ୍ୟାହ୍ନ ଭୋଜନ
ଦିନ ୨.୧୫ ରୁ ୩.୦୦ ଟା ଦ୍ଵିତୀୟ ଅଧିବେଶନ
ଓଡିଆ କବିତାର ପୁନରୁଦ୍ଭଦୟ
ଶ୍ରୀ ରାମାକାନ୍ତ ରଥ
ଡ.ପଂନୀ ମହାନ୍ତି
ଶ୍ରୀ ହରିପ୍ରସାଦ ପରିଚ୍ଛା ପଟ୍ଟନାୟକ
ଶ୍ରୀ ଶଙ୍କର ପରିଡ଼ା
ଶ୍ରୀ ମାନରମା ବିଶ୍ଵାଳ ମହାପାତ୍ର
ଶ୍ରୀଅର୍ଜୁନ ଚରମ ହେମ୍ବ୍ରମ
ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା
ଶୁଭଶ୍ରୀ ଲେଙ୍କା (ସଭାପତି)
ଦିନ ୩.୩୦ରୁ ୪.୩୦ -୦ତୃତୀୟ ଅଧିବେଶନ
ନୂତନ ଶତାବ୍ଦୀରେ ଓଡିଆ କ୍ଷୁଦ୍ରଗଳ୍ପ
ମନୋଜ ଦାସ
ଡ.ବିଭୁତି ପଟ୍ଟନାୟକ
ଡ.ଶାନ୍ତନୁ ଆଚାର୍ଯ୍ୟ
ଶ୍ରୀ ଗୌରହରି ଦାସ
ଶ୍ରୀମତୀ ପାରମୀତା ଶତପଥି
ପରେଶ ପଟ୍ଟନାୟକ
ଆଶିଷ ଗଡନାୟକ
ଜୟନ୍ତୀ ରଥ
ଦେବପ୍ରସାଦ ଦାସ(ସଭାପତି)
ଦିନ ୪.୩୦ରୁ ୪.୪୫ ବିରତି
ସନ୍ଧ୍ୟା ୫ଟାରୁ ୫.୪୫ର ଚତୁର୍ଥ ଅଧିବେଶନ
ସାମ୍ବାଦିକତା ଓ ଓଡିଆ ସାହିତ୍ୟ
ମନୋରମା ମହାପାତ୍ର
ଗୋପାଳ ମହାପାତ୍ର
ପ୍ରସନ୍ନ ପଟ୍ଟନାୟକ
ଶରତ ମିଶ୍ର
ଏନଏଅନସାରି
ମୃଣାଳ ଚାଟାର୍ଜୀ(ସଭାପତି)
୬.୦୦ରୁ ୭.୦୦ ସାନ୍ଧ୍ୟ ଅଧିବେଶନ
ସମ୍ମାନିତ ସ୍ଵତନ୍ତ୍ର ଅତିଥି ମାନ୍ୟବର ପରିବହନ ଓ ସଂସ୍କୃତିମନ୍ତ୍ରୀ ମହେଶ୍ଵର ମହାନ୍ତି
ସାଂସଦ ପ୍ରସନ୍ନ ପାଟ୍ଟଶାଣୀ
ସାଂସଦ ବୈଷ୍ଣବ ପରିଡ଼ା
ଡ.ଦେବୀପ୍ରସାଦ ପଟ୍ଟନାୟକ
ମହାପାତ୍ର ନୀଳମଣି ସାହୁ
ଡ.ହରପ୍ରସାଦ ଦାସ
ଦ.ପ୍ରତିଭା ରାୟ
ଦିନାନାଥ ପାଠି
ଜୟନ୍ତୀ ମହାପାତ୍ର
ସନ୍ଧ୍ୟା ୭ରୁ ୭.୧୫
କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ ଉତ୍ସବ
ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ ଏବଂ ଅନ୍ୟ ସମ୍ମାନୀତ ଅତିଥିଙ୍କୁ ସମ୍ବର୍ଦ୍ଧନା
ଧନ୍ୟବାଦ ଅର୍ପଣଅଶୋକ ପାଲିତ,ଆବାହକ,କଳିଙ୍ଗ ସାହିତ୍ୟ ମହୋତ୍ସବର
ସନ୍ଧ୍ୟା ୮ଟା
ସାଂସ୍କୃତିକ କାର୍ଯ୍ୟକ୍ରମ
ଧନ୍ୟବାଦ ଅର୍ପଣ
ରଶ୍ମୀରଞ୍ଜନ ପରିଡ଼ା,ମୁଖ୍ୟ ସଂପାଦକ ତଥା ପ୍ରତିଷ୍ଠାତା

Share in top social networks!