ମାର୍ଚ୍ଚ ୧୨ ରେ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସିବେ

48131ବିଜେପିର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖରେ ସମ୍ବଲପୁର ଗସ୍ତରେ ଆସିବେ । ଗୁରୁବାର ଏଠାରେ ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ ସେଦିନ ଶ୍ରୀ ମୋଦୀ ସମ୍ବଲପୁରରେ ଆୟୋଜିତ ସମାବେଶରେ ଉଦବୋଧନ ଦେବେ । ଏବେ ସାରା ଦେଶରେ ମୋଦୀ ହାୱା ପ୍ରବାହିତ ହେଉଥିବାରୁ ଓଡିଶାରେ ବିଜେପି ଭଲ କରିବା ବୋଲି କେନ୍ଦ୍ରୀୟ ନେତାମାନେ ଆଶା ରଖିଛନ୍ତି ।

Share in top social networks!