ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଟ ରାଜୀବ ଶେଖର ସାହୁଙ୍କୁ ରାଷ୍ଟ୍ରୀୟ ଇସ୍ପାତ ନିଗମ (ବିଶାଖାପାଟଣା ଇସ୍ପାତ କାରଖାନା)ର ସ୍ଵାଧୀନ ନିର୍ଦେଶକ ଭାବରେ ନିଯୁକ୍ତି

47978ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଟ ରାଜୀବ ଶେଖର ସାହୁଙ୍କୁ ରାଷ୍ଟ୍ରୀୟ ଇସ୍ପାତ ନିଗମ (ବିଶାଖାପାଟଣା ଇସ୍ପାତ କାରଖାନା)ର ସ୍ଵାଧୀନ ନିର୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁଙ୍କୁ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ସମ୍ପର୍କରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶଥାଉକି,ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଚାଟାର୍ଡ ଆକାଉଣ୍ଟାଟ ଶ୍ରୀ ସାହୁ ବ୍ୟାଙ୍କ ଅଫ୍ ବରୋଦା,ଏନଟିପିସି,ଟିଏଚଡିସି ଇଣ୍ଡିଆ ଲିମିଟେଡର ସ୍ଵାଧୀନ ନିର୍ଦେଶକ ଭାବରେ ମଧ୍ୟ ଦାୟିତ୍ଵ ତୁଲାଇ ଆସୁଛନ୍ତି । ଏହା ସହିତ ଶ୍ରୀ ସାହୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

Share in top social networks!