ରାଜ୍ୟରେ ୬୫ଟି ଆରସିଏମଏସ ପ୍ରତିଷ୍ଠା କରାଯାଇଛି –ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

downloadରାଜ୍ୟରେ ୬୫ଟି ଆରସିଏମଏସ ପ୍ରତିଷ୍ଠା କରାଯାଇଛି । ତନ୍ମଧ୍ୟରୁ ୫ଟି ଆରସିଏମଏସ ଯଥା ବାଲେଶ୍ଵର,ଢେଙ୍କାନାଳ,ନୂଆପଡା,ଦେବଗଡ ଓ ସୁନ୍ଦରଗଡ ଲାଭରେ ଚାଲୁଛନ୍ତି । ୩୨ଟି ଆରସିଏମଏସ କାର୍ଯ୍ୟକାରୀ ଲାଭରେ ଚାଲୁଛନ୍ତି । ୧୪ ଟି ଆରସିଏମଏସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛନ୍ତି ଓ ଅବଶିଷ୍ଟ ୧୪ଟି ଆରସିଏମଏସ ଦେବାଳିଆ ହୋଇଯାଇଛି । ଏହି ଆରସିଏମଏସ ମାନଙ୍କର ମୋଟ ୨୪ଟି ରାଇସ ମିଲ୍ ଅଛି । ସେଥିମଧ୍ୟରୁ ୧୧ଟି ରାଇସ ମିଲ ଲିଜ ସୂତ୍ରରୁ ଦିଆଯାଇଥିବା ବେଳେ ୧୩ଟି ରାଇସ ମିଲ ଅଚଳ ଅନବସ୍ଥାରେ ପଡି ରହିଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!