ଟେଲିଫିଲ୍ମ ଅଭିନେତା ଆସୋସିଏସନର ବାର୍ଷିକ ଉତ୍ସବ

images
ଉତ୍କଳ ମଣ୍ଡପରେ ରାଜ୍ୟ ଟେଲିଫିଲ୍ମ ଆକଟରସ ଆସୋସିଏସନ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତି ଅଭିନୟ ମାଧ୍ୟମରେ ଟେଲିଭିଜନରେ ବହୁ ସଂଖ୍ୟାରେ ଦର୍ଶକମାନଙ୍କୁ କଳାକାରମାନେ ମନୋରଞ୍ଜନ କରିଥାନ୍ତି । ସୁ ଅଭିନୟ ଦ୍ଵାରା କଳାର ମହତ୍ଵ ପ୍ରତିପାଦିତ ହୋଇଥାଏ । ଏହାଦ୍ଵାରା କୋଲେ ଉକପୃତ ହେବା ସଙ୍ଗେସଙ୍ଗେ ଜନସଚେତନତା ସୃଷ୍ଟି ହୋଇଥାଏ । ନିଜସ୍ଵ କାହାଣୀ ଉପରେ ଦୃଷ୍ଟିଦେବାକୁ ମନ୍ତ୍ରୀ ପ୍ରକାଶ କରିଥିଲେ । ନାଟ୍ୟକାର ବିଜୟ ମିଶ୍ର,ସଂଘ ସଭାପତି ଅଭିନେତା ଉତ୍ତମ ମହାନ୍ତି,ଉପସଭାପତି ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Share in top social networks!
Powered By Indic IME