ସିଏମସି ଓ ବାରିପଦା ପୌର ପରିଷଦ ନିର୍ବାଚନ ପାଇଁ ବ୍ୟାଙ୍କ ଓ କାର୍ଯ୍ୟାଳୟ ବନ୍ଦ ରହିବ

46857
ଆସନ୍ତା ଫେବୃଆରୀ ୬ ତାରିଖରେ ଓଡିଶା ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର କଟକ ମହାନଗର ନିୟମ ଏବଂ ବାରିପଦା ପୌର ପରିଷଦରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମଏବଂ ବାରିପଦା ପୌରପରିଷଦ ଅଞ୍ଚଳର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କ କାର୍ଯ୍ୟାଳୟ ଗୁଡିକୁ ଓଡିଶା ନେଗୋସିଏବୁଲ ଇନଷ୍ତୃମେଣ୍ଟ ଆକ୍ଟ-୧୮୮୨ ଧାରା-୨୫ ଅନୁସାରେ ଆସନ୍ତା ଫେବୃଆରୀ ୬ତାରିଖ ଦିନଟିକୁ ଛୁଟି ଘୋଷଣା କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Share in top social networks!
Powered By Indic IME