ସମ୍ବଲପୁରରେ ଏପ୍ରିଲ ସୁଦ୍ଧା ଗଡିବ ୩୨ଟି ସିଟିବସ୍

images (1)
ସମ୍ବଲପୁର ସହରବାସୀଙ୍କ ସୁବିଧା ପିନ ଆରମ୍ଭ ହୋଇଛି ସିଟି ବସ୍ ସେବା । ଏହି ସେବାକୁ ପୂର୍ଣ୍ଣାଙ୍ଗ ରୂପଦେବା ପାଇଁ ପ୍ରଶାସନିକ ସ୍ତରରେ ଉଦୟମାରମ୍ଭ ହୋଇଛି । ପ୍ରଥାମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଏହି ସିଟି ବସ୍ ସେବା ଆରମ୍ଭ କରିବା ପରେ ୪ଟି ବସ୍ ଝାରସୁଗୁଡା ଓ ଗୋଟିଏ ଲେଖାଏଁ ବସ୍ ବୁର୍ଲା ଓ ମାନେଶ୍ଵରକୁ ଚଳାଚଳ ଆରଭ କରିଥିଲା । ବର୍ତ୍ତମାନ ଏଥିରେ ଆହୁରି ଦୁଇଟି ବସ୍ ମିଶିଛି । ବର୍ତ୍ତମାନ ୮ଟି ବସ୍ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଛି । ସହରରେ ମୋଟ ୩୨ଟି ବସ୍ ଚଳାଚଳ କରିବା ପାଇଁ ହୋଇଥିବା ନିଷ୍ପତ୍ତି ଅନୁସାରେ ମଦ୍ୟ କାର୍ଯ୍ୟ ଆରମ୍ଭ ହୋଇଥିବା ଜିଲ୍ଲାପାଳ ବଳବନ୍ତ ସିଂ ସୂଚନା ଦେଇଛନ୍ତି ।

Share in top social networks!