ଜଳବାୟୁ ପରିବର୍ତ୍ତନ ଜ୍ଞାନ କୌଶଳ ନେଟୱାର୍କ ସମ୍ପର୍କିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ତଥା ଯୋଜନା କାର୍ମଶାଳା

47391
ଭାରତୀୟ କୃଷି ପାଇଁ ଜଳବାୟୁ ପରିବର୍ତ୍ତନ ଜ୍ଞାନ କୌଶଳ ନେଟୱାର୍କ ସମ୍ପର୍କିତ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ତଥା ଯୋଜନା କାର୍ମଶାଳା ଭୁବନେଶ୍ଵର ସ୍ଥିତ ଇମେଜ ପରିସରରେ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଆର.ବି.ସିହ୍ନା ଓ ରାଜ୍ୟ କୃଷି ସଚିବ ଶ୍ରୀ ରାଜେନ୍ଦ୍ର ବର୍ମା ଓ ନିର୍ଦ୍ଦେଶକ ଆର.ଏସ୍ଗୋପାଳନ ପ୍ରମୁଖ ଯୋଗଦେବେ । ଏଥିରେ ଭାରତୀୟ କୃଷି ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହେବ ବୋଲି ଜଣାଯାଇଛି ।

Share in top social networks!