ସାହିତ୍ୟ ଏକାଡ଼େମୀର ସାରସ୍ଵତ ସନ୍ଧ୍ୟା ‘ସାହିତ୍ୟ ଦର୍ଶନ’

47348
ଓଡିଶା ସାହିତ୍ୟ ଏକାଡେମି ଆନୁକୁଲ୍ୟରେ ସାହିତ୍ୟ ଓ ଦର୍ଶନ ସମ୍ପର୍କିତ କାର୍ଯ୍ୟକ୍ରମ ସୁଜନସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ସଭାପତି ସାତକୋଡି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ଚନ୍ଦ୍ରଭାନୁ ଶତପଥି କହିଲେ ଯେ ଦର୍ଶନତତ୍ତ୍ଵ ସୂକ୍ଷ୍ମ ବିଚାର ହୋଇଥିବାବେଳେ ସାହିତ୍ୟ ମଣିଷ ସମାଜ ପାଇଁ ଅହଂଭାବକୁ ମନରୁ ଦୂର କରିବା ଆବଶ୍ୟକ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡଃ ଗୌରାଙ୍ଗ ଚରଣ ନାୟକ କହିଲେ ଯେ ଆଧ୍ୟାତ୍ମିକ ସାହିତ୍ୟ ମଧ୍ୟଭିନ୍ନ ଭିନ୍ନ ଶ୍ରେଣୀର । ଦର୍ଶନ ବିଭାଗର ଏକ ପ୍ରମୁଖ ଅଂଶ ହେଉଛି ଆଧ୍ୟାତ୍ମିକତା ।

Share in top social networks!