ଶାରୀରିକ ଅକ୍ଷମଙ୍କ ପାଇଁ ଅନଲାଇନ ସୁବିଧା

47194
ଏଣିକି ଆଉ ଶାରୀରିକ ଅକ୍ଷମଙ୍କୁ ପ୍ରମାଣପତ୍ର ପାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ନିର୍ଦ୍ଧାରିତ ଫର୍ମରେ କାର୍ଯ୍ୟାଳୟକୁ ଯାଇ ଦରଖାସ୍ତ କରିବାକୁ ପଡିବ ନାହିଁ । ଏକଥା ଜଣାଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶାରୀରିକ ଅକ୍ଷମ ବ୍ୟକ୍ତି ଚାହିଁଲେ ସେ ତାଙ୍କ ଅକର୍ମଣ୍ୟ ପ୍ରମାଣ ପତ୍ର ପାଇବା ପାଇଁ ଇଣ୍ଟରନେଟରେ ଅନଲାଇନ ଦ୍ଵାରା ସେମାନଙ୍କ ନାମକୁ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଏହି ଅନଲାଇନ ଏଚଟିଟିପିଆଇ/www.odisha.govt.in/ଏଚଏଫଡବ୍ଲ୍ୟୁ,ଡିଜାବିଲିଟ ପୋରଟାଲ ଖୋଲାଯାଇଛି ।

Share in top social networks!