ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୩କୋଟି ଟଙ୍କା ପ୍ରଦାନ

images
ଫାଇଲିନ କ୍ଷତିଗ୍ରସ୍ତ ମାନଙ୍କ ସହାୟତା ନିମନ୍ତେ ଆଜି ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୩କୋଟି ଟଙ୍କା,MMTC ପକ୍ଷରୁ ୫ଲକ୍ଷ ଟଙ୍କା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଆଜି ସଚିବାଳୟଠାରେ ଏହି ସଂସ୍ଥା ମାନଙ୍କର କର୍ତ୍ତୁପକ୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି ।

Share in top social networks!