ଶକ୍ତି ଓ ପରିବେଶ : ଓଡିଶା ପ୍ରସଙ୍ଗ,ଆହ୍ଵାନ ଓ ସମ୍ଭାବନା

rscଚଳିତ ବର୍ଷକୁ ମିଳିତ ଜାତିସଂଘ ସମସ୍ତଙ୍କ ପାଇଁ ନିରନ୍ତର ଶକ୍ତି ବର୍ଷ ଭାବରେ ପାଳନ କରିବା ପାଇଁ ଡକରା ଦିଆଯାଇଛି | ସେହି ପରିପ୍ରେକ୍ଷୀରେ ଓଡିଶା ପରିବେଶ କଂଗ୍ରେସ ଶକ୍ତି ଓ ପରିବେଶକୁ ବିଷୟବସ୍ତୁ ଭାବେ ନେଇ ଚଳିତ ମାସ “୨୦-୨୨” ତିନିଦିନ ଧରି ବିଭିନ୍ନ କାର୍ଯ୍ୟକର୍ମ ଭୁବନେଶ୍ଵରସ୍ଥିତ ପ୍ରାକୃତିକ ଇତିହାସ ସଂଗ୍ରାହଳୟରେ ଅନୁଷ୍ଠିତ ହେବ |ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ଗବେଷକ,ବୈଜ୍ଞାନିକ, ପରିବେଶବିତ୍, ସମାଜକର୍ମୀ ଓ ସରକାରୀ ଅଫିସର ମାନେ ସେମାନଙ୍କ ଗବେଷଣାତ୍ମକ ପ୍ରବନ୍ଧ ତଥା ମତାମତ ରଖିବେ | ଉକ୍ତ ପରିପ୍ରେକ୍ଷୀରେ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ତର୍କ, ପ୍ରବନ୍ଧ , ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି | ଯୁବ ବଜ୍ଞାନିକ ମାନଙ୍କୁ ସେମାନଙ୍କ ବିଶେଷ ଆବିଷ୍କାର ପାଇଁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି |

Share in top social networks!