ମହାକବି କାଳିଦାସ ଓ ଓଡିଶା ସମ୍ପର୍କରେ ଆଲୋଚନା ଚକ୍ର

46444ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାଳିଦାସ ଓ ଓଡିଶା ସମ୍ପର୍କରେ ଏକ ଆଲୋଚନା ଚକ୍ର ପୁରୀ ପାନ୍ଥ ନିବାସ ସଭାଗୃହରେ ୧୧,୧୨ ଜାନୁୟାରୀ ,୨୦୧୪ ଶନିବାର ଓ ରବିବାର ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନରୁ ପଞ୍ଚମ ଅଧିବେଶନ ପର୍ଯ୍ୟନ୍ତ ବିଶିଷ୍ଟ ବିଶେଷଜ୍ଞ ପ୍ରଫେସର ଡକ୍ଟର ହର୍ଷଦେବ ମାଧବ,ପ୍ରଫେସର ଡକ୍ଟର ଭାଗିରଥି ନନ୍ଦ,ପ୍ରଫେସର ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି,ପ୍ରଫେସର ଡକ୍ଟର ଆଦୌତ ଚରଣ ଧଳ,ପ୍ରଫେସର ଡକ୍ଟର ଗୋପାଳକୃଷ୍ଣ ଦାସ,ପ୍ରଫେସର ଡକ୍ଟର ସତ୍ୟ ନାରାୟଣ ଚକ୍ରବର୍ତ୍ତୀ,ପ୍ରଫେସର ଡକ୍ଟର ମାଳିନୀ ଗୋସ୍ଵାମୀ,ଡକ୍ଟର ଅରୁଣ ରଞ୍ଜନ ମିଶ୍ର,ଡକ୍ଟର ହରେକୃଷ୍ଣ ମେହେର,ଡକ୍ଟର ସୁନିଲ କୁମାର ପଟ୍ଟନାୟକ,ଡକ୍ଟର ହରିଦତ୍ତ ଶର୍ମା,ଡକ୍ଟର ଅରୁଣ କୁମାର ଉପାଧ୍ୟାୟ, ଡକ୍ଟର ସୂର୍ଯ୍ୟମଣି ରଥ,ଡକ୍ଟର ବସନ୍ତ କୁମାର ମିଶ୍ର,ପ୍ରଫେସର ହରିହର ହୋତା,ଡକ୍ଟର ବିଶ୍ଵନାଥ ସ୍ଵାଇଁ,ଶ୍ରୀ ସୀତାକାନ୍ତ ରାଜଗୁରୁ ,ପ୍ରଫେସର ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡା,ପ୍ରଫେସର ଡକ୍ଟର ଜି.କୃଷ୍ଣମୂର୍ତ୍ତି ,ପ୍ରଫେସର ଡକ୍ଟର ବ୍ରଜକିଶୋର ନାୟକ,ପ୍ରଫେସର ଡକ୍ଟର ମୁକ୍ତା ବିଶ୍ଵାସ,ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ରଥ,ଡକ୍ଟର କାଦମ୍ବିନୀ ଦାସ,ଡକ୍ଟର ହେମେନ୍ଦ୍ର ନାଥ ଦତ୍ତ,ପ୍ରଫେସର ଡକ୍ଟର ରଘୁନାଥ ପଣ୍ଡା,ପ୍ରଫେସର ଡକ୍ଟର ଗୌତମ ଭାଇ ପଟେଲ,ପଣ୍ଡିତ ଗୋନିନ୍ଦ ଚନ୍ଦ୍ର ମିଶ୍ର,ପ୍ରଫେସର ଡକ୍ଟର ଗୋଦାବରୀଶ ମିଶ୍ର ଓ ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଆଲୋଚନାରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ନିମନ୍ତେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଶ୍ରୀ ବିଜୟ କୁମାର ନାୟକ ଅନୁରୋଧ ଜଣାଇଛନ୍ତି ।

Share in top social networks!
Powered By Indic IME