ବିଏମସି ସାଧାରଣ ନିର୍ବାଚନ ପାଇଁ ସରକାରୀ ଛୁଟି ଘୋଷଣା

46283ଆସନ୍ତା ଜାନୁଆରୀ ୮ ତାରିଖ ଓଡିଶା ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର ଭୁବନେଶ୍ଵର ମହାନଗର ନିଗମରେ ସାଧାରଣ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଶିଳ୍ପସଂସ୍ଥା,ବାଣିଜ୍ୟ,ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ପରିଚାଳନା କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ତାରିଖ ଦିନଟିକୁ ନିୟମିତ ଚୁତିଦିନ ଭାବେ ଘୋଷଣା କରିବାକୁ ଅନୁରୋଧ କରାଯାଇଛି । ଯେଉଁ ଶିଳ୍ପ ସଂସ୍ଥା ତଥା ନିଯୁକ୍ତିକାରୀମାନେ ଏହି ପଦକ୍ଷେପ ନେଇ ନ ଥିବେ କିମ୍ବା କୌଣସି ଶ୍ରେଣୀ /ବର୍ଗମାନଙ୍କ ପାଇଁ ଉକ୍ତ ଦିନସକୁ ସବୈତନିକ/ସାପ୍ତାହିକ ଛୁଟି ଭାବରେ ଗ୍ରହଣ କରୁନଥିବେ,ସେମାନେ ଏହି ଦିବସଟିକୁ ବଦଳ ଛୁଟି ରୂପେ ଗ୍ରହଣ ନ କରି ସବୈତନିକ /ଅତିରିକ୍ତ ଛୁଟି ଦିବସ ରୂପେ ଗ୍ରହାନ କରିବାକୁ ସରକାର ନିଷ୍ପତ୍ତି କରିଛନ୍ତି ।

Share in top social networks!
Powered By Indic IME