କ୍ୟାବିନେଟ ଆଜି

46738
ଆସନ୍ତାକାଲି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ନ ସାଢେ ୫ ଟାରେ ଏହି ବୈଠକ ବସିବ ବୋଲି ନୋଟିସ କରାଯାଇଛି । ତେବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବା ଆଶଙ୍କାରେ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଜେଣ୍ଡା ଦିଆଯାଇନାହିଁ । ଗତ ଶୁକ୍ରବାର ଦିନ କ୍ୟାବିନେଟରେ ୧୩ ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଥିବା ବେଳେ ୭ ଦିନ ଅନ୍ତରରେ ନିର୍ଦ୍ଦିଷ୍ଟ କେଉଁ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ପାଇଁ ଅଣାଯାଇଛି,ତାହାକୁ ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share in top social networks!