ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଫସିଆଇର ଦାନ

images (1)
ବାତ୍ୟା ଓ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିବା ଓଡିଶାର ଅସହାୟମାନଙ୍କ ପାଇଁ ଭାରତୀୟ ଖାଦ୍ୟନିଗମର ଓଡିଶା କର୍ମକାରୀ ଓ ଅଧିକାରୀମାନଙ୍କ ତରଫରୁ ଦିନକର ଦରମା ପ୍ରଦାନ କରାଯାଇଛି । ଭାରତୀୟ ଖାଦ୍ୟ ନିଗମର ଏକ ପ୍ରତିନିଧି ଦଳରେ ସୁବାଷ ଜାଡୁ,କୋଲକାତା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେଦାରନାଇ ମଲ୍ଲିକ,ଜେନେରାଲ ମ୍ୟାନେଜର ଓଡିଶା ୟୁନିୟନ କର୍ମକର୍ତ୍ତା ଅକ୍ଷୟ କୁମାର ବେହେରା,ଅଶ୍ଵିନୀ କୁମାର ଦାସ,ପ୍ରଶାନ୍ତ କୁମାର ସେଠୀ,ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଓଡିଶାର ଖାଦ୍ୟସଚିବ ମଧୁସୂଦନ ପାଢୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କୁ ୮୦୦୭୫୪ ତାଙ୍କର ଏକ ଡ୍ରାଫଟ ପ୍ରଦାନ କରିଥିଲେ ।

Share in top social networks!