ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ୪୩୨

46444ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ରେ ଯାଞ୍ଚ ପରେ ସମୁଦାୟ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ ମିଶି ୪୩୨ରହିଛନ୍ତି । ସେମାନଙ୍କ ମଧ୍ୟରୁ ଭାରତୀୟ ଜନତା ଦଳ ରୁ ୬୬,ଭାରତୀୟ ଜାତୀୟ କଂଗ୍ରେସ ରୁ୬୨,ବହୁଜନ ସମାଜ ପାର୍ଟିରୁ ୫ଜଣ,ସିପିଆଇ ରୁ ୪ଜଣ,ସିପିଆଇଏମ ରୁ ୩ ଜଣ,ଏନପିସି ରୁ ଜଣେ,ବିଜୁ ଜନତା ଦଳରୁ ୬୭ ଜଣ,ଏବଂ ସ୍ଵାଧୀନ ଓ ଅନ୍ୟାନ୍ୟ ମିଶି ୨୨୪ ଜଣ ରହିଛନ୍ତି । ୨୧ ନଂ ୱାର୍ଡରେ ସର୍ବାଧିକ ୨୧ ଜଣ ପ୍ରାର୍ଥୀ ରହିଛନ୍ତି । ୧ନଂ ୱାର୍ଡରୁ ୪ଜଣ,୨ନଂ ୱାର୍ଡରୁ ୬ଜଣ,୩ଏନଏମ ୱାର୍ଡ଼ରୁ ଜଣ,୪ ନଂ ୱାର୍ଡ଼ରୁ ୪ଜଣ,୫ ନଂ ୱାର୍ଡ଼ରୁ ୮ ଜଣ,୬ ନଂ ୱାର୍ଡ଼ରୁ ୫ ଜଣ,୭ ନଂ ୱାର୍ଡ଼ରୁ ୧୦ଜଣ,୮ନଂ ୱାର୍ଡ଼ରୁ ୬ଜଣ,୯ ନଂ ୱାର୍ଡ଼ରୁ ୫ଜଣ,୧୦ ନଂ ୱାର୍ଡ଼ରୁ ୪ଜଣ,୧୧ନଂ ୱାର୍ଡ଼ରୁ ୫ଜଣ,୧୨ ନଂ ୱାର୍ଡ଼ରୁ ୮ ଜଣ,୧୩ନଂ ୱାର୍ଡ଼ରୁ ୧୧ଜଣ,୧୪ନଂ ୱାର୍ଡ଼ରୁ ୪ଜଣ,୧୫ ନଂ ୱାର୍ଡ଼ରୁ୧୦ଜଣ,୧୬ନଂ ୱାର୍ଡ଼ରୁ ୭ଜଣ,୧୭ ନଂ ୱାର୍ଡ଼ରୁ ୬ଜଣ,୧୮ ନଂ ୱାର୍ଡ଼ରୁ ୫ଜଣ,୧୯ ନଂ ୱାର୍ଡ଼ରୁ ୩ ଜଣ,୨୦ ନଂ ୱାର୍ଡ଼ରୁ ୮ ଜଣ, ୨୧ ନଂ ୱାର୍ଡ଼ରୁ ୨୧ ଜଣ,୨୨ନଂ ୱାର୍ଡ଼ରୁ ୪ଜଣ, ୨୩ ନଂ ୱାର୍ଡ ରୁ ୭ଜଣ,୨୪ନଂ-୪ଜଣ,୨୫ ନଂ-୬ଜଣ,୨୬ନଂ-୮ଜଣ,୨୭ ନଂ-୭ଜଣ,୨୮ ନଂ-୩ଜଣ,୨୯ ନଂ-୮ଜଣ,୩୦ନଂ-୫ଜଣ,୩୧ନଂ-୪ଜଣ,୩୨ ନଂ-୩ଜଣ,୩୩ନଂ-୩ଜଣ,୩୪ନଂ-୫ଜଣ,୩୫ ନଂ-୭ଜଣ,୩୬ନଂ-୧୧ଜଣ ,୩୭ନଂ-୫ଜଣ,୩୮ନଂ-୪ଜଣ,୩୯ନଂ-୬ଜଣ,୪୦ନଂ-୧୫ଜଣ,୪୧ନଂ-୫ଜଣ,୪୨ନଂ-୩ଜଣ,୪୩ନଂ-୩ ଜଣ, ୪୪ନଂ-୪ଜଣ,୪୫ନଂ-୩ଜଣ,୪୬ନଂ-୭ଜଣ,୪୭-୫ଜଣ,୪୮ନଂ-୮ଜଣ,୪୯ନଂ-୭ଜଣ,୫୦ନଂ-୪ଜଣ,୫୧ନଂ-୯ଜଣ,୫୨ନଂ-୯ଜଣ,୫୩ନଂ-୫ଜଣ,୫୪ନଂ-୬ଜଣ,୫୫ନଂ-୫ଜଣ,୫୬ନଂ-୭ଜଣ,୫୭ନଂ-୭ଜଣ,୫୮ନଂ-୭ଜଣ,୫୯ନଂ-୭ଜଣ,୬୦ନଂ-୫ଜଣ,୬୧ନଂ-୭ଜଣ,୬୨ନଂ-୯ଜଣ,୬୩ନଂରୁ ୭ଜଣ,୬୪ନଂରୁ ୬ଜଣ,୬୫ ନଂରୁ ୯ ଜଣ, ୬୬ ନଂ ରୁ ୭ଜଣ ଏବଂ ୬୭ ନମ୍ବର ୱାର୍ଡ଼ରୁ ୧୨ଜଣ ପ୍ରାର୍ଥୀ ରହିଛନ୍ତି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ସୂତ୍ରରୁ ଜଣ ପଡିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୨୬ ତାରିଖ ଅପରାହ୍ନ ୩ ଘଟିକା ରହିଛି । ଭୋଟଗ୍ରହଣ ୮,ଜାନୁୟାରୀ ୨୦୧୪ ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ସମ୍ପୃକ୍ତ ୱାର୍ଡର ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ କରାଯିବ । ଜାନୁୟାରୀ ୯,୨୦୧୪ ସକଳ ୮ ଘଟିକା ଠାରୁ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ କରାଯାଇ ଫଳାଫଳ ଘୋଷଣା କରାଯିବ । ଜାନୁୟାରୀ୧୭,୨୦୧୪ ଦିନ ଭୁବନେଶ୍ଵର ମହାନଗର ନିଗମ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୫ ତାରିଖ,୨୦୧୪ ଦିନ ଡେପୁଟି ମେୟର ନିର୍ବାଚନ ମହାନଗର ନିଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେବ ।

Share in top social networks!