ପୁରୀରେ ରାଜ୍ୟସ୍ତରୀୟ ପ୍ରଥମ ପଟ୍ଟଚିତ୍ର ପ୍ରଦର୍ଶନୀ

46644
ପୁରୀରେ ରାଜ୍ୟସ୍ତରୀୟ ପାରମ୍ପରିକ ପଟ୍ଟଚିତ୍ର ପ୍ରଦର୍ଶନୀ ଓ କଳାକାର ସମ୍ମାନ ଉତ୍ସବ ପୁରୀ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଉଦ୍ଦେଶ୍ୟରେ ରଘୁରାଜପୁର ଇଣ୍ଟରନ୍ୟାସନାଲ ଆର୍ଟ କ୍ରାପ୍ଟ ଏକ୍ସଚେଞ୍ଜ ର ସଭାପତି ପ୍ରଭାତ ପୃଷ୍ଟିଙ୍କ ପ୍ରଚେଷ୍ଟା ଜାରି ରହିଥିବାରୁ ଏହା ବେଶ ଉପଭୋଗ୍ୟ ହେବ ।

Share in top social networks!