ସୂଚନା ପ୍ରଯୁକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଦେବେନ୍ଦ୍ର ପ୍ରସାଦ ଦାସ ବି.ଏମ୍.ସି ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

46444ଭୁବନେଶ୍ଵର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ଓଡିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଆଜି ଅପରାହ୍ନରେ ଯୋଗ ଦେଇଛନ୍ତି । ତାଙ୍କୁ ମହାନଗର ନିଗମର ୱାର୍ଡ ନମ୍ବର ୨୦,୨୧,୨୨,୨୩,୨୪,୨୫,୨୬,୨୭,ଓ ୪୯ ପାଇଁ ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ଵ ଅର୍ପଣ କରିଛନ୍ତି । ତାଙ୍କ ମୋବାଇଲ ନମ୍ବର ୯୪୩୭୦୪୭୭୫୫ ରେ ଯେକୌଣସି ବ୍ୟକ୍ତି ଉପରୋକ୍ତ ୱାର୍ଡ ପାଇଁ ଅଭିଯୋଗ କରିବାରିବେ ବୋଲି ଶ୍ରୀ ଦାସ ଜଣାଇଛନ୍ତି ।

Share in top social networks!
Powered By Indic IME