ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଲାହାବାଦ ବ୍ୟାଙ୍କର ଅଧ୍ୟକ୍ଷା

46444
ଓଡିଶା ଗସ୍ତରେ ଥିବା ଆହଲବାଦ ବ୍ୟାଙ୍କ ର ଅଧ୍ୟକ୍ଷା ଶ୍ରୀମାନତି ଶୁଭଲକ୍ଷ୍ମୀ ପାନସେ ଆଜିସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

Share in top social networks!